ବିସ୍ମାପନ
ଦେଖଣା
ବିସ୍ମାପନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ସ୍ମି ଧାତୁ ଣିଚ୍; ସ୍ମାପି, ସ୍ମାୟି ଧାତୁ= ଭାବ, ଅନ)
[ସମ୍ପାଦନା]- ୧. ବିସ୍ମୟଉତ୍ପାଦନ — ୧. Producing wonder.
- ୨. ବି+ସ୍ମି ଧାତୁ ଣିଚ୍+କରଣ. ଅନ)— କୁହୁକ; ମାୟା — ୨. Magic. illusion.
- ୩. (+କର୍ତ୍ତୃ. ଅନ) ଗନ୍ଧର୍ବପୁରୀ —୩. The town or abode of the Gandharbas.
- ୪. (ବି+ସ୍ମି ଧାତୁ ଣିଚ୍+କର୍ତ୍ତୃ. ଅନ)— କାମଦେବ —୪. Cupid.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବିସ୍ମୟଜନକ —Wonderful.