ବିସ୍ମିତ
ଦେଖଣା
ବିସ୍ମିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ସ୍ମି ଧାତୁ=ଆଶ୍ଚର୍ଯ୍ୟାନ୍ୱିତ ହେବା+କର୍ତ୍ତୃ. ତ)
[ସମ୍ପାଦନା]ଆଶ୍ଚର୍ଯ୍ୟାନ୍ୱିତ; ବିସ୍ମୟାପନ୍ନ; ଚକିତ — Astonished.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅଦ୍ଭୁତ ମନୋଦୁଃଖ — Grief mixed with wonder.
(ଉ—ହେବ ତୋ ଏକାନ୍ତ କାନ୍ତ, ଛାଡରେ ବିସ୍ମିତ ସ୍ମିତ, ହାସି ସେ ତୋରେ ନିରତେ ରତେ ହେ—ଭଞ୍ଜ, ପ୍ରେମସୁଧାନିଧି)