Jump to content

ବିସ୍ମୟଚିହ୍ନ

ଉଇକିଅଭିଧାନ‌ରୁ

ବିସ୍ମୟଚିହ୍ନ

ଉଚ୍ଚାରଣ

[ସମ୍ପାଦନା]

(ବିସ୍ମୟସୂଚକ ଚିହ୍ନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ; ଏହି ଚିହ୍ନର ବ୍ୟବହାର ଇଂରାଜି ଭାଷାରୁ ଗୃହୀତ)

[ସମ୍ପାଦନା]
୧. ଯେଉଁ ଚିହ୍ନଦ୍ୱାରା ଲେଖାରେ ବିସ୍ମୟ ସୂଚିତ ହୁଏ; ଯଥା—'!" — ୧. Note of admiration !
୨. କୌଣସି ବ୍ୟକ୍ତିର ହୃଦୟରେ ବିସ୍ମୟ ଜାତ ହୋଇଥିବା ସ୍ଥଳରେ ମୁଖାଦିରେ ପ୍ରକାଶିତ ଲକ୍ଷଣ — ୨. The external signs on the face of a wondering person.