ବିସ୍ର
ଦେଖଣା
ବିସ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିସ୍ ଧାତୁ=କ୍ଷେପଣ କରିବା+କର୍ମ. ର)
[ସମ୍ପାଦନା]- ୧. କଞ୍ଚା ମାଂସର ଗନ୍ଧ —୧. Smell of raw meat.
- ୨. ଚିତା ଧୂମର ଗନ୍ଧ; ପୋଡ଼ା ମାଂସର ଗନ୍ଧ — The smell arising out of a funeral pyre.
- ୩. ବଡ଼ ମୂଳା (ହିନ୍ଦୀ - ଶ.) — ୩. Large variety of radish.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]କଞ୍ଚା ମାଂସର ଗନ୍ଧବିଶିଷ୍ଟ —Having the smell of raw meat.