Jump to content

ବିସ୍ରଂସ

ଉଇକିଅଭିଧାନ‌ରୁ

ବିସ୍ରଂସ

ଉଚ୍ଚାରଣ

[ସମ୍ପାଦନା]

(ବିସ୍ରଂସନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବି+ସ୍ରନସ ଧାତୁ=ପତିତ ହେବା+ ଭାବ. ଅ)

[ସମ୍ପାଦନା]
୧. ପତନ — ୧. Falling.
୨. ଖସିପଡ଼ିବା — ୨. Dropping down.
୩. ହୁଗୁଳା ହୋଇ ଖସିଯିବା — ୩. Slipping off.
୪. ତରଳପଦାର୍ଥର କ୍ଷରଣ — ୪. Oozing; falling by drope.
୫. ମେଘ ବରଷିବା —୫. Showering; raining.