ବିସ୍ରଂସିନୀ
(ବି+ସ୍ରନଶ୍ ଧାତୁ+ଇନ+ଈ)ଯୋନିରୋଗବିଶେଷ — A vaginal disease.
ହିସ୍ରଂସୀର ସ୍ତ୍ରୀଲିଙ୍ଗ —Feminine of Bisraṁsī.