Jump to content

ବିସ୍ରବାଇବା

ଉଇକିଅଭିଧାନ‌ରୁ

ବିସ୍ରବାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ -

[ସମ୍ପାଦନା]
୧. ଦ୍ରବ କରିବା; ତରଳାଇବା — ୧. To melt.
୨. ଝରାଇବା — ୨. To cause to ooze or flow.

(ଉ—ବିସ୍ରବାଇଁ ଓଷ୍ଠୁ ପିଅ ମଧୁର ମଧୁ—ଭଞ୍ଜ, ବୈଦେହୀଶବିଳାସ)