ବିସ୍ରମ୍ଭ
ଦେଖଣା
ବିସ୍ରମ୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଶ୍ରନ୍ଭ୍ ଧାତୁ= ବିଶ୍ୱାସ କରିବା+ଭାବ. ଅ)
[ସମ୍ପାଦନା]- ୧. ବିଶ୍ୱାସ; ପ୍ରତ୍ୟୟ —୧. Confidence; trust.
- ୨. ପ୍ରଣୟ —୨. Love; attachment.
- ୩. ସ୍ୱଚ୍ଛନ୍ଦ ବିହାର —୩. Hilarity.
(ଉ—ମଧ୍ୟାହ୍ନେ ଅନ୍ଧାର ଜିଣଇ ଅଳନ୍ଧୁ, କନ୍ଧସୀମନ୍ତିନୀ ବିଶ୍ରମ୍ଭର ବନ୍ଧୁ ରାଧାନାଥ ଚିଲିକା )
୪ : କେଳି କଳହ —୪. Amatory quarrel.
(ଉ—ବିଶ୍ରମ୍ଭ ପଦର ଆଦର କରି କୋ ସୁମନେ ଭାଳଇ ଭଞ୍ଜ. ବୈଦେହୀଶବିଳାସ )
ବିସ୍ରମ୍ଭ
ଉଚ୍ଚାରଣ
[ସମ୍ପାଦନା](ବିଶ୍ରମ୍ଭ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବି+ସ୍ରନଭ୍ ଧାତୁ=ବିଶ୍ୱାସ କରିବା+ଭାବ. ଅ)
[ସମ୍ପାଦନା]- ୧. ବିଶ୍ରମ୍ଭ (ଦେଖ) - — ୧. Bisrambha (See)
- ୨. ବଧ; ହତ୍ୟା (ହିନ୍ଦୀ - ଶ.) — ୨. Slaughter; murder.