Jump to content

ବିସ୍ରମ୍ଭାଳାପ

ଉଇକିଅଭିଧାନ‌ରୁ

ବିସ୍ରମ୍ଭାଳାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶ୍ରାମମଭ+ଆଳାପ)

[ସମ୍ପାଦନା]
୧. ଦୁଇ ବନ୍ଧୁଙ୍କ ମଧ୍ୟରେ ଗୁପ୍ତ ବା ଏକାନ୍ତରେ କଥା— ଭାଷା —୧. Confidentil talk between ୨ friends; a tete-tete.
୨. ପ୍ରଣୟାଳପ — ୨. Love-talk; a talk between lovers.