Jump to content

ବିସ୍ରମ୍ଭୀ

ଉଇକିଅଭିଧାନ‌ରୁ

ବିସ୍ରମ୍ଭୀ

ଉଚ୍ଚାରଣ

[ସମ୍ପାଦନା]
(ବିଶ୍ରମ୍ଭିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଶ୍ରାମ+ଇନ୍ ଅସ୍ତ୍ୟର୍ଥେ; ବିଶ୍ରମ୍ଭିନ୍; ୧ମା. ୧ବ)

[ସମ୍ପାଦନା]
୧. ଯାହାଠାରେ ବିଶ୍ୱାସ ବା ପ୍ରତ୍ୟୟ କରାଯାଇ ପାରେ; ବିଶ୍ୱସ୍ତ —୧. Trustworthy; trusted.
୨. ପ୍ରଣୟୀ —୨. Loving; affectionate.
୩. ପ୍ରିୟ —୩. Dear; beloved.
୪. ସୁପରିଚିତ — ୪. Familiar.