ବିସ୍ରସ୍ତ
ଦେଖଣା
ବିସ୍ରସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ସ୍ରନ୍ସ୍ ଧାତୁ=ପତିତହେବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ପତିତ —୧. Fallen; dropped.
- ୨. ସ୍ୱସ୍ଥାନଚ୍ୟୁତ; ସ୍ଥାନଭ୍ରଷ୍ଟ — ୨. Dislocated; displaced.
- ୩. କ୍ଷରିତ — ୩. Oozed.
- ୪. ସ୍ଫଳିତ —୪. Slipped.
- ୫. ପୁଣ୍ୟରୁ ବା ଧର୍ମମାର୍ଗରୁ ଚ୍ୟୁତ —୫. Fallen from virtue.
- ୬. କାର୍ଯ୍ୟରୁ ଅନ୍ତରିତ — ୬. Dismissed from office.