ବିସ୍ରା
ଚରବି (ହିନ୍ଦୀ - ଶ.) — Fat.
=== ଦେଶଜ - ବିଶେଷ୍ୟ -
ମଧ୍ୟଭାରତରେ ବିସ୍ରା ନାମକ ସ୍ଥାନର ପାହାଡ଼ରୁ ମିଳୁଥିବା ପଥର ଚୁନ ଓ ଉକ୍ତ ସ୍ଥାନ —Bisra lime found in Bisra in C.P.