Jump to content

ବିସ୍ରୁତ

ଉଇକିଅଭିଧାନ‌ରୁ

ବିସ୍ରୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ସ୍ରୁ ଧାତୁ=ଦଉଡିଯିବା+କର୍ତ୍ତୃ. ତ)

[ସମ୍ପାଦନା]
୧. ବିସ୍ତୃତ — ୧. Extended; spread.
୨. ପ୍ରବାହିତ — ୨. Flowing.
୩. କ୍ଷରିତ — ୩. Oozing.
୪. ସ୍ଥାନଚ୍ୟୁତ; ଭ୍ରଷ୍ଟ — ୪. Dislocated.