Jump to content

ବିସ୍ୱର୍ଗ

ଉଇକିଅଭିଧାନ‌ରୁ

ବିସ୍ୱର୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯାହା ସ୍ୱର୍ଗ ନୁହେଁ; ଅସ୍ୱର୍ଗ — The worlds other than heaven.

[ଉ—ମୋର ମନ ବୈକୁଣ୍ଠ ନ ରହଇ, ସ୍ୱର୍ଗ ବିସ୍ୱର୍ଗ ଯେତେ ସୁସ୍ଥ ଭୂଇଁ ପ୍ରାଚୀ, ରହସ୍ୟମଞ୍ଜରୀ]