Jump to content

ବିସ ନାଳ

ଉଇକିଅଭିଧାନ‌ରୁ

ବିସ ନାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିସ+ନାଳ)

[ସମ୍ପାଦନା]

ମୃଣାଳ — The stalk of lotus.

[ଉ—ବିଶେଷେ ବିସନାଳ, ଦିଶିଲାଣି ପୃଥୁଳ, ଆଉ କାହିଁଛି ସେହି ବାହାକୁ ଗୋ—କବିସୂର୍ଯ୍ୟ ସଙ୍ଗୀତ]