ବିହକ
=== ଦେଶଜ - ବିଶେଷଣ - (ସଂସ୍କୃତ - ବିଧାୟକ);
ବିଧାନକର୍ତ୍ତା —Directing; prescribing.
(ଉ—ବିହଙ୍ଗ ଯୋଡ଼ାଏ, ବିହକ ପୁଣି ଏକାକୀ ପୀଡ଼ାଏ—ଭଞ୍ଜ, ବୈଦେହୀଶବିଳାସ)