ବିହଙ୍ଗମା
ଦେଖଣା
ବିହଙ୍ଗମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବିହଙ୍ଗମ+ଆ)
[ସମ୍ପାଦନା]- ୧. ମାଈ ଚଢ଼େଇ — ୧. A female bird.
- ୨. ସୂର୍ଯ୍ୟଙ୍କର ଏକ ପ୍ରକାର କିରଣ (ହିନ୍ଦୀ - ଶ.) —୨. A kind of sun's rays.
- ୩. ବାହୁଙ୍ଗି; ଯେଉଁ ଦଣ୍ଡର ଦୁଇ ମୁଣ୍ଡରେ ଭାର ଲଟକା ଯାଇ ତାହା କାନ୍ଧରେ ବାହିତ ହୁଏ —୩. A pole with slings hung at each end for carrying loads by the shoulder.