Jump to content

ବିହଡ଼ିବା

ଉଇକିଅଭିଧାନ‌ରୁ

ବିହଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବେଉଡ଼ିବା (ଦେଖ) - — ୧. Beuṟḍ̠ibā (See)
୨. ହୁରୁଡ଼ିବା — ୨. To shy.

(ଉ—ଘୋର ରୂପ ଦେଖି ବିହଡ଼ିଲେ ସର୍ବ ଗାଈ ସାରଳା, ମହାଭାରତ, ଆଦ୍ୟ)

୩. ରୋଷା— ବିଷ୍ଟ ହେବା —୩. To be enraged.

(ଉ—ବିହଡ଼ନ୍ତି ଦ୍ୱିଜବରେ ମାରରେ ଗରିଷ୍ଟ ସାରଳା, ମହାଭାରତ, ଆଦ୍ୟ)