ବିହଡ଼ ନୃସିଂହ
ପୀତାମ୍ୱର ଦାସଙ୍କ କୃତ ଓଡ଼ିଆ ନୃସିଂହ ପୁରାଣୋକ୍ତ ନୃସିଂହ (ବିଷ୍ଣୁଙ୍କ ଅବତାର)ଙ୍କର ମୂର୍ତ୍ତି ବିଶେଷର ନାମ —Name of one of the forms assumed by Bishṇu during his Nṛusiṁha incarnation.