Jump to content

ବିହତ

ଉଇକିଅଭିଧାନ‌ରୁ

ବିହତ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଣ—(ବି+ହନ୍ ଧାତୁ=ବଧ କରିବା ଇତ୍ୟାଦି+କର୍ମ. ତ)

୧. ବ୍ୟାହତ — ୧. Restrained; obstructed; repelled.
୨. ବିଫଳ —୨. Frutile; fustrated; baffled.
୩. ଭଗ୍ନ —୩. Broken.