ବିହନ୍ତା
ବିଧାତା —The Creator.
କାର୍ଯ୍ୟ ବିଧାନକାରୀ — Creating; providing; provident.
[ଉ—ତୁ ସର୍ବ ବିହନ୍ତା ଈଶ୍ୱର, ଏ ତୋର ମାୟା ଖେଳ ଘର ଜଗନ୍ନାଥ. ଭାଗବତ]