ବିହନ ଛାଡ଼ିବା
ଦେଖଣା
ବିହନ ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିହନ ଛାଡ଼ିବା
|
ବିହନ ବୁଣିବା, ବିହନ ପକା(କେ)ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ମାଛମାନେ) ଡିମ୍ୱ ପ୍ରସବ କରିବା — ୧. (the fish) To bring forth roe; to spawn,
- ୨. କ୍ଷେତ୍ରରେ ମଞ୍ଜି ବୁଣିବା — ୨. To sow seeds in a field.
- ୩. (ପୁରୁଷ ପକ୍ଷରେ) ସ୍ତ୍ରୀ ସହବାସ କରିବା; ସ୍ତ୍ରୀ ଗର୍ଭରେ ସହବାସଦ୍ୱାରା ରେତଃପାତ କରିବା — ୩. (said of a male) To have sexual intercourse with a woman; to impart semen into the womb.
- ୪. ସ୍ତ୍ରୀକୁ ଗର୍ଭବତୀ କରିବା —୪. To impregnate a woman.