ବିହନ ବାନ୍ଧିବା
(ବିହନ ରଖିବା, ବିହନ ସାଇତିବା, ବିହନ ସମ୍ପାଦିବା—ଅନ୍ୟରୂପ)
ଆଗାମୀ ବର୍ଷ ପାଇଁ ଶସ୍ୟବୀଜ ସଞ୍ଚୟ କରିବା —To store seed-grains for next year's sowing.