ବିହନ ଭୁଜ
ଦେଖଣା
ବିହନ ଭୁଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିହନ ଭୁଜ
|
ଦେଶଜ - ବିଶେଷ୍ୟ - (ସହଚର)—(ସଂସ୍କୃତ - ବୀଜଧାନ୍ୟ ଓ ଭୋଜ୍ୟ)
[ସମ୍ପାଦନା]ମଞ୍ଜିପାଇଁ ରଖାଯାଇଥିବା ଓ ଖାଇବାପାଇଁ ସ୍ୱତନ୍ତ୍ର ରଖାଯାଇଥିବା ଧାନ —Paddy kept separate for sowing and for domestic consumtion.
(ଉ—ଘରେ ବିହନ ଭୁଜ ରଖି ଧାନ ସବୁ ବିକିଦେଲା ଫକୀରମୋହନ— ଗଳ୍ପସ୍ୱଳ୍ପ )