Jump to content

ବିହରଣ

ଉଇକିଅଭିଧାନ‌ରୁ

ବିହରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ହୃ ଧାତୁ= ହରଣ କରିବା ଇତ୍ୟାଦି+ଭାବ. ଅନ)

[ସମ୍ପାଦନା]
୧. ବିହାର; କ୍ରୀଡ଼ା —୧. Sport; play.
୨. ଭ୍ରମଣ —୨. Walking.
୩. ବିୟୋଗ; ବିଚ୍ଛେଦ —୩. Seprartion.