Jump to content

ବିହରିତ

ଉଇକିଅଭିଧାନ‌ରୁ

ବିହରିତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଇତଃସ୍ତତଃ ଚାଳିତ —୧. Moved to and fro; waved.
୨. ବିହାର କରୁଥିବା —୨. Sporting.
୩. ତ୍ୟକ୍ତ —୩. Given up.

[ଉ—ବିହରିତ (୨) ବିଶେଷ ହରି ହୋଇଛନ୍ତି, ବିହରିତ (୩) ବିବାଦେ ପ୍ରାଣ ସେ କରନ୍ତି ଭଞ୍ଜ. ବୈଦେହୀଶ— ବିଳାସ ]

୪. ଚତୁର୍ଦ୍ଦିଗରେ ଭ୍ରମଣ କରୁଥିବା —୪. ୪. Roaming; walking about.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବି+ହରିତ୍=ଦିଗ)

[ସମ୍ପାଦନା]
୧. ଚତୁର୍ଦ୍ଦିଗ —୧. All sides.

[ଉ—ବିହରିତ ପୁନଃ ପୁନଃ କି ସୁଧା ପିଇ ଚକୋର, ବିହରିତରେ ସେ ବହିଛି ନିଶ୍ଚେ ମନୋହର ଭଞ୍ଜ. ବୈଦେହୀଶବିଳାସ ]

୨. ବିନାଶ —୨. Destruction; ruin.