Jump to content

ବିହରିବା

ଉଇକିଅଭିଧାନ‌ରୁ

ବିହରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ବିହାର)

[ସମ୍ପାଦନା]
୧. ବିହାର କରିବା; କ୍ରୀଡ଼ା କରିବା; ବିଚରଣ କରିବା —୧. To sport; to walk about; to roam.

[ଉ—ନ ବିହର ଗୋପ, ସଙ୍ଖାଳି ଏ ପାପ, ଗହନରେ କିଛି ଦିନ କବିସୂର୍ଯ୍ୟ କିଶୋରୀଚମ୍ପୂ ଙ ଗୀତ ]

୨. (ସଂସ୍କୃତ - ବି+ହୃ ଧାତୁ) ଛେଦନ କରିବା; ହଇଣ କରିବା —୨. To cut; to take away.

[ଉ—ବାବୁ ନାକ ଶିରୀ ଦାନ ଯୋଗ୍ୟ ଯୋଷାକୁ, ବିହର କାନ ନ କର ଆଲିଙ୍ଗନକୁ ଭଞ୍ଜ. ବୈଦେହୀଶବିଳାସ ]

୩. କାଳ ହରଣ କରିବା — ୩. To while away time; to pass time.

[ଉ— ବନମାଳୀ କୃଷ୍ଣ ହରି, ବୋଲି ବିହରି ଯେ ଭଞ୍ଜ. ବୈଦେହୀଶବିଳାସ ]

୪. ଶେଷ କରିବା — ୪. To end.

[ଉ—ବ୍ରହ୍ମାୟୁକ୍ଷ; ବିହରିଲା ନର ନିଃଶ୍ୱାସକେ ଭଞ୍ଜ. ବହୈଦେହୀଶବିଳାସ ]