Jump to content

ବିହସ୍ତ

ଉଇକିଅଭିଧାନ‌ରୁ

ବିହସ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବିହସ୍ତ)

[ସମ୍ପାଦନା]

ସ୍ୱର୍ଗ —Heaven.



ବିହସ୍ତ

ଉଚ୍ଚାରଣ

[ସମ୍ପାଦନା]
(ବିହସ୍ତା—ସ୍ତ୍ରୀ) 

ସଂସ୍କୃତ - ବିଣ—(ବି=ବିନା+ହସ୍ତ=ହାତ)

[ସମ୍ପାଦନା]
୧. ହସ୍ତହୀନ — ୧. Armless.
୨. ବ୍ୟାକୁଳ; ବ୍ୟସ୍ତ —୨. Agitated.
୩. ଉଦ୍ଭ୍ରାନ୍ତମତି —୩. With the mind confused.
୪. କିଂକର୍ତ୍ତବ୍ୟବିମୂଢ଼ — ୪. Bewildered; perplexed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଦ୍ୱାନ୍ ବ୍ୟକ୍ତି; ପଣ୍ଡିତ —Learned man.