Jump to content

ବିହାଇବା

ଉଇକିଅଭିଧାନ‌ରୁ

ବିହାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି—(ବିବାହର ଣିଜନ୍ତରୂପ)

[ସମ୍ପାଦନା]
୧. କରାଇବା; ବିଧାନ କରାଇବା —୧. To cause to be prescribed.

(ଉ—ବିହାଇ ସେତ, ପରେ ଦଳିତ, ଗୁପତ ସମ୍ପୂଟର— ଭଞ୍ଜ. ବୈଦେହୀଶବିଳାସ )

୨. ଅନ୍ୟରୂପ ରବିତ କରାଇବା —୨. To cause to make.