ବିହାନ
ଦେଖଣା
ବିହାନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିହାନ
=== ଦେଶଜ - ବି—(ସଂସ୍କୃତ - ବୀଜ ଧାନ୍ୟ; ସଂସ୍କୃତ - ବୀଜମ୍=ପ୍ରା. ବିଅନ)
- ୧. ଆଗାମୀ ବର୍ଷ ନିମନ୍ତେ ଓଳିଆରେ ବନ୍ଧା ହୋଇ ସଞ୍ଚିତହେବା ଶସ୍ୟ ବୀଜ —୧. Corn-seeds kept for the next year's sowing; seed grain; seed corn.
[ଉ—ବିହନ ଭୋଜ୍ୟ ଘରେ ରଖି କି ଅଛନ୍ତି କୃଷ୍ଣସିଂହ. ମହାଭାରତ ସଭା ]
[ଦ୍ରଷ୍ଟବ୍ୟ —ଅମଳ ହେବା ଧାନରୁ ଯେଉଁ ଧାନ ମଞ୍ଜି ପାଇଁ ରଖା ଯାଏ, ତାକୁ ବିହନ ଓ ଯାହା ଖାଇବା ପାଇଁ ରଖା ଯାଏ ତାକୁ ଭୁଜ (ଭୋଜ୍ୟ) ଧାନ ବୋଲାଯାଏ ଧାନଗୁଡ଼ିକ ଉତ୍ତମରୂପେ ବାଛି ସେଥିରୁ ଅନ୍ୟ ଜାତି ଶସ୍ୟ ଓ ନିକୃଷ୍ଟ ଓ ଅଗାଡ଼ି ଧାନ ବାଛି ବିହନ ଧାନ କାଢ଼ିବାକୁ ହୁଏ ଭୁଜ ଧାନ ପ୍ରତି ତେତେ ଯତ୍ନ ଆବଶ୍ୟକ ହୁଏ ନାହିଁ ]
- ୨. ମାଛ ପେଟରେ ଥିବା ମଞ୍ଜି; ମାଛ ମଞ୍ଜି —୨. Roe of fish spawn of fishes; seed fish.
- ୩. (ସଂସ୍କୃତ - ବୀଜ) ବୀର୍ଯ୍ୟ —୩. Semen virile.
- ୪. ବଂଶର ଆଦି ପୁରୁଷ —୪. The progenitor of a family or race,
[ଉ—ଗୋପାଳ କୁଳରେ ତୁମ୍ଭେ ବିହନ ହୋଇଲ ପ୍ରାଚୀ. ଗୁରୁଭକ୍ତି ଗୀତା ]
- ୫. (ସଂସ୍କୃତ - ବୀଜାଙ୍କୁର) ଧାନ ଗଛର ତଳି —୫. Paddy seedling.
- ୬. (ଲକ୍ଷଣାର୍ଥ) ମୂଳ; ଉତ୍ପତ୍ତି —୬. Origin.
- ୭. (ଲକ୍ଷଣାର୍ଥ) ମୂଳ କାରଣ —୭. Root cause.
ବିହାନ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ; ସଂସ୍କୃତ - ବୀଜଧାନ୍ୟ)
[ସମ୍ପାଦନା]ଧାନଗଛର ତଳି —Paddy seedlings.