ବିହାରୀ
ଦେଖଣା
ବିହାରୀ
ଉଚ୍ଚାରଣ
[ସମ୍ପାଦନା](ବିହାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିହାରିନ୍; ବିହାର+ଅଛିଅର୍ଥେ ଇନ୍ ୧ମା. ୧ବ)
[ସମ୍ପାଦନା]- ୧. କ୍ରୀଡ଼ାକାରୀ —୧. Sporting; amusing one's self.
- ୨. ବିଳାସାର୍ଥ ଭ୍ରମଣକାରୀ —୨. Walking for Pleasure.
[ଉ—ଜୟଶ୍ରୀ ରାଧା ଚନ୍ଦ୍ରମୁଖୀଙ୍କ ବିହାରୀ, ଜୟ କଂସ କେଶୀ ମଲ୍ଲ ପ୍ରାଣହାରୀ କୃଷ୍ଣସିଂହ ମହାଭାରତ ବିରାଟ ]
- ୩. ବିହାର ପ୍ରଦେଶୀୟ —୩. Pertaining to Bihar.
- ୪. ମେଲା ହେଉଥିବା —୫. Expanding (Apte)
- ୫. ସୁନ୍ଦର —୫. Lovely (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିହାର ପ୍ରଦେଶୀୟ ବ୍ୟକ୍ତି —୧. A Biharee; a resident of Bihar.
- ୨. ବିହାର ଅଞ୍ଚଳରେ ବ୍ୟବହୃତ ଭାଷା —୨. The Biharree language.
- ୩. ବ୍ୟକ୍ତି ବିଶେଷରେ ନାମ —୩. Name given to males.
- ୪. ବନବିହାରୀ, କୁଞ୍ଜବିହାରୀ ଇତ୍ୟାଦିଙ୍କ ଡାକ ନାମ —୪. A name for calling Banabihāri etc.