ବିହାରୀଲାଲ୍ ପଣ୍ଡିତ
ଦେଖଣା
ବିହାରୀଲାଲ୍ ପଣ୍ଡିତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳବାସୀ କାଶ୍ମୀରୀ ବ୍ରାହ୍ମଣ ସ୍ୱର୍ଗୀୟ ଜମିଦାର —The late Bihrilal Pandit.
[ଦ୍ରଷ୍ଟବ୍ୟ — ଏ କଟକର ଜଣେ ବଡ଼ ଜମିଦାର ଥିଲେ; ଏ ବହୁବ୍ୟୟରେ ଓଡ଼ିଆରେ ବିଶଦ ଓ ବୃହତ୍ଟୀକା ସମ୍ୱଳିତ ଭଗବଦ୍ଗୀତା, ନିତ୍ୟକର୍ମ ପଦ୍ଧତି, ଆୟୁର୍ବେଦ ସଂଗ୍ରହ ନାମକ ଗ୍ରନ୍ଥମାନ ପଣ୍ଡିତମାନଙ୍କଦ୍ୱାରା ସଂକଳିତ ଓ ମୂଦ୍ରିତ କରାଇ ବିତରଣ କରିଥିଲେ ]