ବିହାର ଓଡ଼ିଶା
ଦେଖଣା
ବିହାର ଓଡ଼ିଶା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିହାର ଓଡ଼ିଶା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିହାର, ଛୋଟ ନାଗପୁର ଓ ଓଡ଼ିଶା ଏହି ତିନି ବିଭାଗଦ୍ୱାରା ଗଠିତ ଏକ ଗଭର୍ଣ୍ଣରଙ୍କ ଅଧୀନ ପ୍ରଦେଶ —The Province of Bihar and Orissa.
[ଦ୍ରଷ୍ଟବ୍ୟ —୧୯୩୪/୩୫: ସାଲରେ ପାର୍ଲିଆମେଣ୍ଟଙ୍କ ନିର୍ଦ୍ଧାରଣ ମତେ ଏ ପ୍ରଦେଶରୁ ଓଡ଼ିଶା ବାହାରି ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଢ଼ା ହେବାରୁ ଏ ପ୍ରଦେଶର ବାକି ଅଂଶ ବିହାର ପ୍ରଦେଶ ହୋଇଅଛି ]