Jump to content

ବିହାର କରିବା

ଉଇକିଅଭିଧାନ‌ରୁ

ବିହାର କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କ୍ରୀଡ଼ା କରିବା; କେଳି କରିବା — To disport.

[ଉ—ସେ ନଦୀତଟେ ରହି ସୁଖରେ କିନ୍ନର, କିନ୍ନରୀ ସଙ୍ଗତରେ କରନ୍ତି ବିହାର କୃଷ୍ଣସିଂହ. ମହାଭାରତ ଆଦି ]