Jump to content

ବିହାୟସ

ଉଇକିଅଭିଧାନ‌ରୁ

ବିହାୟସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ ହା ଧାତୁ= ତ୍ୟାଗ କରିବା+ସଂଜ୍ଞାର୍ଥେ. ଅସ୍; ଅଥବା ବି+ହାୟି ଧାତୁ+ସଂଜ୍ଞାର୍ଥେ. ଅସ୍; ଅ)

[ସମ୍ପାଦନା]
୧. ଆକାଶ —୧. The sky.
୨. ପକ୍ଷୀ —୨. Bird.

(ଉ—ବୀର ଭଦ୍ର ଭଣି ଚରଣାୟୁଧ, ବିହାୟସେ ତୁ କ୍ଷତ୍ରିୟ ପ୍ରସିଦ୍ଧ ଭଞ୍ଜ. ବୈଦେହୀଶବିଳାସ )

୩. ଦାନ (ହିନ୍ଦୀ - ଶ) — ୩. Bestowal; gift.