ବିହିତ
ଦେଖଣା
ବିହିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଧା ଧାତୁ= ଧାରଣ କରିବା+କର୍ମ. ତ; ତୁଳ ଫାରାସୀ - ବିହତର୍= ଅତି ଉତ୍ତମ)
[ସମ୍ପାଦନା]- ୧. ଅନୁଷ୍ଠିତ — ୧. Started; founded,
- ୨. କୃତ; ସମ୍ପାଦିତ — ୨. Done; performed; accomplished.
- ୩. ଦତ୍ତ —୩. Given,
- ୪. ଉଚିତ୍; ବିଧେୟ; କର୍ତ୍ତବ୍ୟ; ଯୋଗ୍ୟ —୪. Proper.
- ୫. ଆବଶ୍ୟକ —୫. Necessary.
- ୬. କଥିତ —୬. Sponken.
- ୭. ବଧିସଙ୍ଗତ — ୭. Conformable to rules; regular.
ସଂସ୍କୃତ - ବିଶେଷ୍ୟ - (ବି+ଧା ଧାତୁ + ଭାବ ତ)
[ସମ୍ପାଦନା]ବିଧାନ —Dispensation; rule; law.
ଦେଶଜ - ବିଶେଷ୍ୟ - (ବି+ହିତ; ଯାହା ହିତ ନୁହେ)
[ସମ୍ପାଦନା]ଅମଙ୍ଗଳ କର; ଅନିଷ୍ଟ— କାରକ —Injurious,
[ଉ—ବିହିତ ମଣି ଅମରହିତ ସେ ରୁଷିଲେ ଭଞ୍ଜ. ବୈଦେହୀଶବିଳାସ ]