Jump to content

ବିହିତ ସମ୍ମାନ ପୁରଃସର ନିବେଦନମିଦଂ

ଉଇକିଅଭିଧାନ‌ରୁ

ବିହିତ ସମ୍ମାନ ପୁରଃସର ନିବେଦନମିଦଂ

ଉଚ୍ଚାରଣ

[ସମ୍ପାଦନା]

(ସଂସ୍କୃତ - ବାକ୍ୟାଂଶ)

[ସମ୍ପାଦନା]

ଭଦ୍ର ଓ ମାନ୍ୟ


(ବିହିତ ସମ୍ମାନପୂର୍ବକ ନିବେଦନମିଦଂ—ଅନ୍ୟରୂପ)

ବ୍ୟକ୍ତିଙ୍କ ନିକଟକୁ ଲେଖିବା ପତ୍ରର ଆରମ୍ଭରେ ଏହି ପଦ ଲେଖାଯାଏ; ଏହାର ଅର୍ଥ—ପତ୍ର ଯାହାଙ୍କ ନିକଟକୁ ଲେଖାଯାଉ ଅଛି, ତାଙ୍କ ପ୍ରତି ଲେଖକଙ୍କର ଯେଉଁ ସମ୍ନାନ ଦେଖାଇବା ଉଚିତ ସେହି ସମ୍ମାନ ସହକାରେ ଏହି ନିବେଦନ (କରାଯାଉଅଛି) — A sentance written at the beginning of a letter toa respectable person; meaning, -I make this submission with due respect.