Jump to content

ବିହିଦାନା

ଉଇକିଅଭିଧାନ‌ରୁ

ବିହିଦାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫା ବିହୀଦାନା)

[ସମ୍ପାଦନା]

ପଶ୍ଚିମ ହିମାଳୟରେ ଓ ପଞ୍ଜାବରେ ଜନ୍ମିବା ବୃକ୍ଷବିଶେଷର ବୀଜ —Quince seed.

[ଦ୍ରଷ୍ଟବ୍ୟ —ଏଥିର ଫଳ ଗ୍ରୀଷ୍ମକାଳରେ ପାଚେ; ସ୍ଥାନୀୟ ଲୋକେ ରାନ୍ଧି କରି ଖାଆନ୍ତି ଏହା ଆମଦେଶକୁ ଔଷଧ ପାଇଁ ଆସେ ଏ ଗଛ (Cydonia Vulgaris) କାବୁଲ ଓ ପେଶାବର ଅଞ୍ଚଳରେ ହୁଏ; ଏଥିର ଫଳ ପିଦୁଡ଼ି ପରି ଓ ସୁଖାଦ୍ୟ ଏ ମଞ୍ଜିକୁ ପାଣିରେ ବତୁରାଇଲେ ତହିଁରୁ ନାଳୁଆ ରସ ବାହାରେ ଓ ଲୋକେ ତାକୁ ସରବତ୍ କରି ପିଅନ୍ତି ]