Jump to content

ବିହୀନେ

ଉଇକିଅଭିଧାନ‌ରୁ

ବିହୀନେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - (ପଦ୍ୟ) ଅ (ସଂସ୍କୃତ - ବିନା)

[ସମ୍ପାଦନା]
୧. ବିନା; ବ୍ୟତୀତ — Without.

(ଉ—ଅନ୍ନ ବିହିନେ ହଂସ ହାନି, ଯୋଗ ସାଧିବ କାହା ଘେନି ଜଗନ୍ନାଥ ଭାଗବତ) ===

୨. ଛଡ଼ା —୨. Except.