ବିହୁନେ
ଦେଖଣା
ବିହୁନେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - (ପଦ୍ୟ) ଅ (ସଂସ୍କୃତ - ବିନା)
[ସମ୍ପାଦନା]- ୧. ବିନା; ବ୍ୟତୀତ — Without.
(ଉ—ଅନ୍ନ ବିହିନେ ହଂସ ହାନି, ଯୋଗ ସାଧିବ କାହା ଘେନି ଜଗନ୍ନାଥ ଭାଗବତ) ===
- ୨. ଛଡ଼ା —୨. Except.
ବିହୁନେ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ବିନା)
[ସମ୍ପାଦନା]ବିନା —Without.
(ଉ— ଅନ୍ନ ବିହୁନେ ହଂସ ହାନି ଯୋଗ ସାଧିବୁ କାହା ଘେନି ଜଗନ୍ନାଥ ଭାଗବତ )