Jump to content

ବିହୃତି

ଉଇକିଅଭିଧାନ‌ରୁ

ବିହୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ହୃ ଧାତୁ= ହରଣ କରିବା+ ଭାବ. ତି)

[ସମ୍ପାଦନା]
୧. ବିହାର; କ୍ରୀଡ଼ା —୧. Sport.
୨. ଚୋରି; ହରଣ — ୨. Stealing; robbing
୩. ଉଦ୍ଘାଟନ —୩. Opening.
୪. ବିସୃତି —୪. Oblivion.