Jump to content

ବିହୃଦ

ଉଇକିଅଭିଧାନ‌ରୁ

ବିହୃଦ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁର୍ହୃଦ)

[ସମ୍ପାଦନା]

ଶତ୍ରୁ — Enemy.

(ଉ—ଚନ୍ଦ୍ର ବିହୃଦ ପଣ ପୁଣ ବିହିଛି ଭଞ୍ଜ. କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ )