Jump to content

ବିହେଠନ

ଉଇକିଅଭିଧାନ‌ରୁ

ବିହେଠନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ହେଠ୍ ଧାତୁ= ପୀଡ଼ନ କରିବା+ ଭାବ. ଅନ)

[ସମ୍ପାଦନା]
୧. ଆଘାତ କରଣ —୧. Act of striking.


୨. ବଧ କରଣ —୨. Killing.
୩. ମର୍ଦ୍ଦନ —୩. ୩. Rubbing; bruising.
୪. ପ୍ରତାରଣା —୪. Fraud; deception.
୫. ଦୁଃଖ; ଯାତନା; କଷ୍ଟ — ୫. Trouble; pain ; misery.

ଦେଶଜ - ବିଶେଷଣ -

[ସମ୍ପାଦନା]

ଆନତ — Drooped; bent low.

(ଉ—ବିହେଠନ ମୁଖ ପୟୋଧର ଶିଖ, ଦେଖି କେତେ ଯୋଖି ଉପମା ଭଞ୍ଜ. ବୈଦେହୀଶ ବିଳାସ ]