Jump to content

ବିହ୍ନ

ଉଇକିଅଭିଧାନ‌ରୁ

ବିହ୍ନ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ବିରଣ) ବିଶେଷ୍ୟ -

[ସମ୍ପାଦନା]

ବଢିଣା ମୁଠା ତିଆରି କରିବାରେ ବ୍ୟବହୃତ ତୃଣ ବିଶେଷ —A kind of reed used ion making broomsticks.

[ଦ୍ରଷ୍ଟବ୍ୟ —ଏହାର ଫୁଲ ଗୋଛା ହୋଇ କାଣ୍ଡର ଆଗରେ ଲାଗିଥାଏ ସେହି କାଣ୍ଡରୁ ଗୋଛାଏ ବାନ୍ଧି ବଢ଼ିଣାମୁଠା କରାଯାଏ ଏହାର କାଣ୍ଡ ଏ ଅଞ୍ଚଳ କାଇଁଶ ବା କାଶ ତୃଣର କାଣ୍ଡ ପରି ]