ବିହ୍ୱ
ବ୍ୟୂହ; ସୈନ୍ୟ ରଚନା —Battle-array; disposition of the troops for fight
(ଉ—ଆପଣା ବିହ୍ୱଦ୍ୱାରେ ଲାଗିଣ ଏକ ଥିବ ପୀତାମ୍ୱର. ନୃସିଂହପୁରାଣ )