Jump to content

ବିହ୍ୱଳ

ଉଇକିଅଭିଧାନ‌ରୁ

ବିହ୍ୱଳ

ଉଚ୍ଚାରଣ

[ସମ୍ପାଦନା]

(ବିହ୍ୱଳତା—ବି)

(ବିହ୍ୱଳା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ହ୍ୱଳ୍ ଧାତୁ= କମ୍ପିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଶୋକାଦିଦ୍ୱାରା ଆର୍ତ୍ତ —୧. Overcome with grief.
୨. ଅଭିଭୂତ —୨. Overwhelmed.
୩. ଅଚେତନ; ବିଭୋଳ; ବିବଶ — ୩. Benumbed; turned senseless.
୪. ଦ୍ରବୀଭୁତ — ୪. Melted; liquefied.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ପରେ ସମାସରେ ଯୁକ୍ତ ହୋଇ ମଧ୍ୟ ବ୍ୟବହୃତ ହୁଏ, ଯଥା— ଶୋକ ବିହ୍ୱଳ, କ୍ରୋଧ ବିହ୍ୱଳ, ଭୟ ବିହ୍ୱଳ ]