ବିହ୍ୱଳିବା
ଦେଖଣା
ବିହ୍ୱଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିହ୍ୱଳିବା
|
ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ବିହ୍ୱଳ)
[ସମ୍ପାଦନା]- ୧. ବିଚଳିତ ହେବା — ୧. To be overwhelmed.
- ୨. ବିମୋହିତ ହେବା —୨. To be enchanted.
(ଉ— ବିହ୍ୱଳିବ ନାହିଁ ପରା ମୋରେ ମାନସ ଭଞ୍ଜ. ବୈଦେହୀଶ ବିଳାସ)