Jump to content

ବିହ୍ୱଳେଇବା

ଉଇକିଅଭିଧାନ‌ରୁ

ବିହ୍ୱଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ବିହ୍ୱଳିବାର ଣିଜନ୍ତ ରୂପ)

[ସମ୍ପାଦନା]
୧. ବିଚଳିତ କରାଇବା —୧. To overwhelm; to over power.
୨. ବିମୋହିତ କରିବା —୨. To enchant.

(ଉ—ବିଶ୍ୱଜୟ କେତେ ମାତ୍ର, ବିହ୍ୱଳାଇ ମୋର ଚିତ୍ତ ଭଞ୍ଜ. ବୈଦେହୀଶବିଳାସ )