Jump to content

ବିୟଚ୍ଚାରୀ

ଉଇକିଅଭିଧାନ‌ରୁ

ବିୟଚ୍ଚାରୀ

ଉଚ୍ଚାରଣ

[ସମ୍ପାଦନା]
(ବିୟଚ୍ଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିୟଚ୍ଚାରିନ୍ ୧ମା. ୧ବ. ବିୟତ୍+ ଚାରିନ୍)

[ସମ୍ପାଦନା]
୧. ଆକାଶଚାରୀ —୧. Roaming in the sky.
୨. ଉଡୁଥିବା —୨. Flying.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚିଲପକ୍ଷୀ —The ite; Falco Ater.