Jump to content

ବିୟତ

ଉଇକିଅଭିଧାନ‌ରୁ

ବିୟତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିୟତ୍)

[ସମ୍ପାଦନା]

ଆକାଶ —The sky.

(ଉ— ବିୟତୁ ଖସାଇ ରଥପୁରେ ଯାଇ ଅଶୋକ ବିପିନେ ଭଞ୍ଜ. ବୈଦେହୀଶବିଳାସ)